ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ତ୍ରିକାଳଜ୍ଞ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ତ୍ରିକାଳଜ୍ଞ   ବିଶେଷ୍ୟ

ಅರ್ಥ : ବର୍ତ୍ତମାନ, ଅତୀତ ଓ ଭବିଷ୍ୟତ ଏହି ତିନି କାଳକୁ ଜାଣୁଥିବା ବା ଦେଖୁଥିବା ବ୍ୟକ୍ତି

ಉದಾಹರಣೆ : ତ୍ରିକାଳଜ୍ଞ ଯାହାକିଛି ଏହାଙ୍କ ବିଷୟରେ କହିଥିଲେ ତାହା ସବୁ ସତ ହେଲା

ಸಮಾನಾರ್ಥಕ : ତ୍ରିକାଳଦର୍ଶୀ


ಇತರ ಭಾಷೆಗಳಿಗೆ ಅನುವಾದ :

भूत, भविष्य और वर्तमान इन तीनों कालों को जानने या देखने वाला व्यक्ति।

त्रिकालज्ञ ने जो कुछ भी उसके बारे में बताया था वह सब सही निकला।
त्रिकालज्ञ, त्रिकालदर्शी

ତ୍ରିକାଳଜ୍ଞ   ବିଶେଷଣ

ಅರ್ಥ : ଯେ ଯୋଗର ବିଭୂତି ପାଇ ସାରିଛନ୍ତି

ಉದಾಹರಣೆ : ସିଦ୍ଧ ସଂମୁଖାନନ୍ଦଜୀ ପ୍ରବେଶ କରୁଛନ୍ତି

ಸಮಾನಾರ್ಥಕ : ଅଲୌକିକଶକ୍ତି ସମ୍ପନ୍ନ, ସଂସିଦ୍ଧ, ସାଧନୋତୀର୍ଣ୍ଣ, ସିଦ୍ଧ


ಇತರ ಭಾಷೆಗಳಿಗೆ ಅನುವಾದ :

जो योग की विभूतियाँ प्राप्त कर चुका हो।

सिद्ध संमुखानंद जी पधार रहे हैं।
संसिद्ध, सिद्ध