ಅರ್ಥ : ଯେ ଡରି ଯାଇଛି
ಉದಾಹರಣೆ :
ସିଂହ ଆସିବା ଖବର ଶୁଣି ଗାଁଲୋକ ଆତଙ୍କିତ ହୋଇଗଲେ
ಸಮಾನಾರ್ಥಕ : ଆତଙ୍କିତ, ଭୟାକୁଳ, ଭୟାକ୍ରାନ୍ତ, ସଂତ୍ରସ୍ତ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହାର ଆଶଂକା ରହିଛି ବା ଯିଏ ଆଶଂକାରେ ପୂର୍ଣ୍ଣ
ಉದಾಹರಣೆ :
ସେ ସେହି କାର୍ଯ୍ୟକୁ ନେଇ ଆଶଂକିତ
ಸಮಾನಾರ್ಥಕ : ଆଶଂକାନ୍ୱିତ, ଆଶଂକିତ, ଭୀତ, ଶଙ୍କାଯୁକ୍ତ
ಇತರ ಭಾಷೆಗಳಿಗೆ ಅನುವಾದ :
जिसे आशंका हो या जो आशंका से भरा हो।
वह इस कार्य को लेकर आशंकित है।In fear or dread of possible evil or harm.
Apprehensive for one's life.