ಅರ್ಥ : ସନ୍ତୁଷ୍ଟ ବା ତୃପ୍ତ କରିବା ଯୋଗ୍ୟ
ಉದಾಹರಣೆ :
ବ୍ରାହ୍ମଣ ଯଜମାନକୁ ତୋଷଣୀୟ ସାମଗ୍ରୀଗୁଡ଼ିକର ତାଲିକା ଧରାଇଦେଲେ
ಸಮಾನಾರ್ಥಕ : ତୃପ୍ତିକାରକ, ତୋଷଣୀୟ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସୁଖ ସମ୍ବନ୍ଧୀୟ ବା ସୁଖକର
ಉದಾಹರಣೆ :
ସଂସାରରେ ସମସ୍ତେ ସୁଖକର ଦ୍ରବ୍ୟ ଉପାର୍ଜନରେ ଲାଗିପଡ଼ିଛନ୍ତି
ಸಮಾನಾರ್ಥಕ : ତୃପ୍ତିକାରକ, ତୋଷଣୀୟ, ସୁଖକର
ಇತರ ಭಾಷೆಗಳಿಗೆ ಅನುವಾದ :