ಅರ್ಥ : ଭାଲ ଭଳି ଏକ ପ୍ରାଚୀନ ଅସ୍ତ୍ର
ಉದಾಹರಣೆ :
ମୁଁ ପ୍ରଥମ ଥରପାଇଁ ସଂଗ୍ରହାଳୟରେ ତୋମର ଦେଖିଲି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବାର ମାତ୍ରା ଥିବା ଗୋଟିଏ ଛନ୍ଦ
ಉದಾಹರಣೆ :
ତୋମର ଛନ୍ଦର ଶେଷରେ ଗୋଟିଏ ଗୁରୁ ଏବଂ ଗୋଟିଏ ଲଘୁ ଥାଏ
ಸಮಾನಾರ್ಥಕ : ତୋମର ଛନ୍ଦ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ରାଜପୂତ କ୍ଷତ୍ରିୟମାନଙ୍କର ଏକ ପ୍ରାଚୀନ ରାଜବଂଶ
ಉದಾಹರಣೆ :
ରାଜା ମାନସିଂହ ତୋମର ବଂଶର ଥିଲେ
ಇತರ ಭಾಷೆಗಳಿಗೆ ಅನುವಾದ :