ಅರ್ಥ : ଏକ ପ୍ରକାରର ପ୍ରକାଶ
ಉದಾಹರಣೆ :
ତା’ ଚେହେରାର ଚମକ ସ୍ପଷ୍ଟ ଭାବେ ଝଲକୁଥିଲା
ಸಮಾನಾರ್ಥಕ : ଆଭା, ଉଜ୍ଜଳତା, କାନ୍ତି, ଚମକ, ଜ୍ୟୋତି, ଦୀପ୍ତି, ଦ୍ୟୁତି, ପ୍ରଭା, ଭାସ, ରକ୍ତିମା
ಇತರ ಭಾಷೆಗಳಿಗೆ ಅನುವಾದ :
एक तरह का प्रकाश।
उसके चेहरे की चमक स्पष्ट झलक रही थी।ಅರ್ಥ : କୌଣସି କାମପାଇଁ ହେଉଥିବା ଉତ୍ସାହ
ಉದಾಹರಣೆ :
ନୀରଜ ସବୁ କାମକୁ ବଡ ଫୂର୍ତ୍ତିରେ କରେ
ಸಮಾನಾರ್ಥಕ : ଉତ୍ସାହ, ଚଞ୍ଚଳତା, ଫୂର୍ତ୍ତି, ସ୍ପୂର୍ତ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
The gracefulness of a person or animal that is quick and nimble.
agility, legerity, lightness, lightsomeness, nimblenessಅರ್ಥ : ତେଜ ବା ପ୍ରଖର
ಉದಾಹರಣೆ :
ଏହି କାମ କରିବା ନିମନ୍ତେ ତୀକ୍ଷ୍ଣ ବୁଦ୍ଧିର ଆବଶ୍ୟକତା ରହିଛି
ಸಮಾನಾರ್ಥಕ : ଉଗ୍ର, ତୀକ୍ଷ୍ଣ, ତୀବ୍ର, ପ୍ରଖର, ଶାଣିତ
ಇತರ ಭಾಷೆಗಳಿಗೆ ಅನುವಾದ :
Having or demonstrating ability to recognize or draw fine distinctions.
An acute observer of politics and politicians.