ಅರ್ಥ : ଯେ ତୂରୀ ବଜାଇବାରେ ନିପୁଣ ବା ଯେ ତୂରୀ ବଜାଏ
ಉದಾಹರಣೆ :
ସେ ଜଣେ କୁଶଳ ତୂରୀ ବଜାଳି
ಸಮಾನಾರ್ಥಕ : ତୂର ବାଦକ, ତୂରୀ ବାଦକ, ତୂର୍ଯ୍ୟ ବାଦକ
ಇತರ ಭಾಷೆಗಳಿಗೆ ಅನುವಾದ :
वह जो तुरही बजाने में निपुण हो या तुरही बजाता हो।
वह एक कुशल तुरहीवादक है।