ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ତୁଣ୍ଡି ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ତୁଣ୍ଡି   ବିଶେଷ୍ୟ

ಅರ್ಥ : ବଳଦ ଆଦିଙ୍କ ମୁହଁରେ ବନ୍ଧା ଯାଉଥିବା ଜାଲ

ಉದಾಹರಣೆ : କୃଷକ ହଳ ଯୋଚିବା ସମୟରେ ବଳଦ ମୁହଁରେ ତୁଣ୍ଡି ଲଗାଇ ଦେଲା ଯାହା ଫଳରେ ପାଖ ଖେତର ଫସଲର କ୍ଷତି ହେବନାହିଁ


ಇತರ ಭಾಷೆಗಳಿಗೆ ಅನುವಾದ :

गौ, बैल, घोड़े आदि के मुँह पर बाँधा जाने वाला जाल।

किसान ने हल जोतते समय बैलों के मुँह पर छींका लगा दिया ताकि वे बगल के खेत की फसल को नुकसान न पहुँचाएँ।
छींका, जाबा, जाबी, ताबू, मुसका, मोहरा, लगामी

A leather or wire restraint that fits over an animal's snout (especially a dog's nose and jaws) and prevents it from eating or biting.

muzzle

ಅರ್ಥ : ଗାଈ, ବଳଦ, ଘୋଡ଼ା ଆଦି କିଛି ଚରି ବା ଖାଇ ନ ପାରିବାପାଇଁ ସେମାନଙ୍କ ମୁହଁରେ ବନ୍ଧା ଯାଉଥିବା ଜାଲି

ಉದಾಹರಣೆ : ତୁଣ୍ଡି ବନ୍ଧା ହୋଇଥିବାହେତୁ ବଳଦ କିଛି ଖାଇ ପାରୁ ନ ଥିଲା