ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଜିଭର ଗୋଟିଏ ରୋଗ
ಉದಾಹರಣೆ : ବାତରୋହିଣୀରେ ଜିଭ ଉପରେ ଚାରିଆଡେ କଣ୍ଟା ଭଳି ମାଂସ ଫଳି ଯାଏ
ಸಮಾನಾರ್ಥಕ : ସଳିସିମା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
जीभ का एक रोग।
ಅರ್ಥ : ଯେଉଁ ରୋଗରେ ଗାଲର ଭିତର ପାଖ ସିଝି ଯାଏ
ಉದಾಹರಣೆ : ତୁଣ୍ଡଘା ଯୋଗୁଁ ମୁଁ କିଛି ଭଲରେ ଖାଇପାରୁନାହିଁ
एक रोग जिसमें गालों के अंदर सूजन हो जाती है।
ಅರ್ಥ : ପାଟି ଭିତରେ ହେଉଥିବା ଫୋଟକା
ಉದಾಹರಣೆ : ତୁଣ୍ଡଘା କାରଣରୁ ମୋତେ କିଛି ଖାଇବାକୁ ଅସୁବିଧା ହେଉଛି
ಸಮಾನಾರ್ಥಕ : ପାଟିଘା
मुँह के भीतरी भाग में होने वाले छाले।
ಸ್ಥಾಪನೆ