ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଡେମ୍ଫ, ଫଳ, କନ୍ଦା,ଶାଗଆଦି ଯାହାକୁ ରାନ୍ଧି ରୋଟି, ଭାତଆଦି ସହିତ ଖିଆଯାଏ
ಉದಾಹರಣೆ : ପ୍ରିୟମ୍ବଦା ଭେଣ୍ଡି ତରକାରୀ ରାନ୍ଧୁଛନ୍ତି
ಸಮಾನಾರ್ಥಕ : ତରକାରୀ, ତିଅଣ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
डंठल, फल, कंद, शाक आदि जिन्हें पकाकर रोटी, चावल आदि के साथ खाते हैं।
Edible seeds or roots or stems or leaves or bulbs or tubers or nonsweet fruits of any of numerous herbaceous plant.
ಅರ್ಥ : ରନ୍ଧା ଯାଇଥିବା ତରକାରି
ಉದಾಹರಣೆ : ଆଳୁରେ ନାନା ପ୍ରକାରର ତରକାରି ତିଆରି ହୁଏ
ಸಮಾನಾರ್ಥಕ : ତରକାରି, ତିଅଣ, ତୁଅଣ, ବ୍ୟଞ୍ଜନ
पकी हुई सब्जी।
A particular item of prepared food.
ಅರ್ಥ : ରୋଷେଇ ହୋଇଥିବା ମସଲାଦାର ବା ପାଣିଆ ତରକାରୀ
ಉದಾಹರಣೆ : ଖାଦ୍ୟରେ ଗୋଟିଏ ତରକାରି ଆଉ ଗୋଟିଏ ଭଜା ତାଙ୍କର ନିହାତି ଆବଶ୍ୟକ
ಸಮಾನಾರ್ಥಕ : ତରକାରି, ତିଅଣ, ବ୍ୟଞ୍ଜନ
पकी हुई मसालेदार तर या गीली सब्ज़ी।
(East Indian cookery) a pungent dish of vegetables or meats flavored with curry powder and usually eaten with rice.
ಸ್ಥಾಪನೆ