ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ତୀର୍ଥ କ୍ଷେତ୍ର ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ତୀର୍ଥ କ୍ଷେତ୍ର   ବିଶେଷ୍ୟ

ಅರ್ಥ : ଧର୍ମଭାବରୁ ପୂଜା, ଉପାସନା କିମ୍ବା ଦର୍ଶନପାଇଁ ଲୋକମାନେ ଯାଉଥିବା ପବିତ୍ର ସ୍ଥାନ ଯାହା ଧର୍ମଗ୍ରନ୍ଥଦ୍ୱାରା ସ୍ୱୀକୃତ

ಉದಾಹರಣೆ : ପୁରୀ ଏକ ପ୍ରସିଦ୍ଧ ହିନ୍ଦୁ ତୀର୍ଥ ସ୍ଥାନ

ಸಮಾನಾರ್ಥಕ : ତୀର୍ଥ ସ୍ଥଳ, ତୀର୍ଥ ସ୍ଥାନ, ପୁଣ୍ୟ କ୍ଷେତ୍ର, ପୁଣ୍ୟ ଭୂମି, ପୁଣ୍ୟ ସ୍ଥଳୀ, ପୁଣ୍ୟ ସ୍ଥାନ


ಇತರ ಭಾಷೆಗಳಿಗೆ ಅನುವಾದ :

धर्म-ग्रंथों द्वारा मान्य वह पवित्र स्थान जहाँ लोग धर्मभाव से पूजा, उपासना या दर्शन के लिए जाते हैं।

वाराणसी एक प्रसिद्ध हिन्दू तीर्थ स्थान है।
तीर्थ, तीर्थ स्थल, तीर्थ स्थली, तीर्थ स्थान, तीर्थ-स्थल, तीर्थस्थल, तीर्थस्थान, पुण्य क्षेत्र, पुण्य भूमि, पुण्य स्थली, पुण्य स्थान, महालय

A place of worship hallowed by association with some sacred thing or person.

shrine

ಅರ್ಥ : ଦେବ ସ୍ଥାନ ବା ପୁଣ୍ୟ ସ୍ଥାନ

ಉದಾಹರಣೆ : ବୈଦ୍ୟନାଥଙ୍କ ଦର୍ଶନ ପାଇଁ ଭକ୍ତମାନେ ବୈଦ୍ୟନାଥ କ୍ଷେତ୍ର ଯାଉଥିଲେ

ಸಮಾನಾರ್ಥಕ : କ୍ଷେତ୍ର, ତୀର୍ଥ ଧାମ, ତୀର୍ଥ ସ୍ଥଳ, ତୀର୍ଥ ସ୍ଥାନ


ಇತರ ಭಾಷೆಗಳಿಗೆ ಅನುವಾದ :

देव स्थान या पुण्य स्थान।

वैद्यनाथ बाबा के दर्शन के लिए लोग बैद्यनाथ धाम जा रहे हैं।
धाम

A sacred place of pilgrimage.

holy, holy place, sanctum