ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ତିରିଶ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ତିରିଶ   ବିଶେଷ୍ୟ

ಅರ್ಥ : କୋଡ଼ିଏରେ ଦଶ ମିଶିଲେ ମିଳୁଥିବା ସଂଖ୍ୟା

ಉದಾಹರಣೆ : ଦଶର ତିନି ଗୁଣ ତିରିଶ ହୁଏ

ಸಮಾನಾರ್ಥಕ : ୩୦


ಇತರ ಭಾಷೆಗಳಿಗೆ ಅನುವಾದ :

बीस और दस के योग से प्राप्त संख्या।

दस में तीन का गुणा करने पर तीस आता है।
30, XXX, तीस, ३०

The cardinal number that is the product of ten and three.

30, thirty, xxx

ಅರ್ಥ : ତିରିଶବର୍ଷର ଆୟୁ ବା ଗଣନାରେ ତିରିଶତମ ସ୍ଥାନରେ ଆସୁଥିବା ବର୍ଷ

ಉದಾಹರಣೆ : ତିରିଶରେ ତାର ବିବାହ ହେଲା

ಸಮಾನಾರ್ಥಕ : ତିରିଶବରଷ, ତିରିଶବର୍ଷ


ಇತರ ಭಾಷೆಗಳಿಗೆ ಅನುವಾದ :

A period of time occupying a regular part of a calendar year that is used for some particular activity.

A school year.
year

ಅರ್ಥ : କୌଣସି ଇଂରେଜୀ ମାସର ତ୍ରିଂଶତ୍ତମ ଦିନ ପଡ଼ୁଥିବା ତାରିଖ

ಉದಾಹರಣೆ : ଆସନ୍ତାମାସ ତିରିଶ ତାରିଖରେ ନିର୍ବାଚନ

ಸಮಾನಾರ್ಥಕ : ତିରିଶ ତାରିଖ

ତିରିଶ   ବିଶେଷଣ

ಅರ್ಥ : କୋଡ଼ିଏ ଓ ଦଶ

ಉದಾಹರಣೆ : ଆମର ଶ୍ରେଣୀରେ ମୋଟ ତିରିଶ ଜଣ ବିଦ୍ୟାର୍ଥୀ ଅଛନ୍ତି

ಸಮಾನಾರ್ಥಕ : ୩୦


ಇತರ ಭಾಷೆಗಳಿಗೆ ಅನುವಾದ :

बीस और दस।

हमारी कक्षा में तीस विद्यार्थी हैं।
30, XXX, तीस, ३०

Being ten more than twenty.

30, thirty, xxx