ಅರ್ಥ : ତିବ୍ବତ ନିବାସୀ
ಉದಾಹರಣೆ :
ତିବ୍ବତୀମାନେ ବହୁତ ଉଦ୍ୟମୀ
ಇತರ ಭಾಷೆಗಳಿಗೆ ಅನುವಾದ :
A native or inhabitant of Tibet.
tibetanಅರ್ಥ : ଯେଉଁ ଲିପିରେ ତିବ୍ବତୀ ଏବଂ ଭୂଟାନୀ ଭାଷା ଲେଖାଯାଏ
ಉದಾಹರಣೆ :
ଏଠାରେ ତିବ୍ବତୀ ଲିପିରେ କିଛି ଲେଖାଯାଇଛି
ಸಮಾನಾರ್ಥಕ : ତିବ୍ବତୀ ଲିପି
ಇತರ ಭಾಷೆಗಳಿಗೆ ಅನುವಾದ :
वह लिपि जिसमें तिब्बती और भूटानी भाषा लिखी जाती है।
यहाँ तिब्बती लिपि में कुछ लिखा हुआ है।ಅರ್ಥ : ତିବ୍ବତରେ ରହୁଥିବା ବ୍ୟକ୍ତି
ಉದಾಹರಣೆ :
ତିବ୍ବତୀ ଲାମାଙ୍କ ସ୍ୱାଗତକରି ସମସ୍ତେ ଠିଆ ହୋଇଗଲେ
ಅರ್ಥ : ତିବ୍ବତର ବା ତିବ୍ବତ ସଂବନ୍ଧୀ
ಉದಾಹರಣೆ :
ମୂଳ ତିବ୍ବତୀମାନଙ୍କ ମଧ୍ୟରୁ ଷାଠିଏ ହଜାର ଶରଣାର୍ଥୀ ଏଠାକୁ ଆସିଛନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
Of or relating to or characteristic of Tibet or its people or their language.
Tibetan monks.ಅರ್ಥ : ତିବ୍ବତୀ ଭାଷାର ବା ତିବ୍ବତୀ ଭାଷା ସହିତ ସଂବନ୍ଧିତ
ಉದಾಹರಣೆ :
ତାକୁ ତିବ୍ବତୀ କାହାଣୀଗୁଡ଼ିକ ପଢିବାକୁ ବହୁତ ଆନନ୍ଦ ଲାଗେ