ಅರ್ಥ : କୌଣସି ଧାତୁକୁ ଆକାର ଦେବା ବା ଉପଯୁକ୍ତ କରିବା ବା ସୁଧାରିବା ବା ଉନ୍ନତ କରିବା
ಉದಾಹರಣೆ :
ସେ ଲୁହାରେ କିଛି ବିଶେଷ ଉପକରଣ ତିଆରି କରୁଛି
ಸಮಾನಾರ್ಥಕ : କରିବା, ନିର୍ମାଣ କରିବା, ପ୍ରସ୍ତୁତ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
* किसी धातु को आकार देना या उपयुक्त बनाना या सुधारना या उन्नत बनाना।
वह लोहे से कोई विशेष उपकरण बना रहा है।ಅರ್ಥ : ଭବିଷ୍ୟତରେ କୌଣସି ଭୂମିକା ବା କାର୍ଯ୍ୟପାଇଁ (କାହାରିକୁ)ପ୍ରସ୍ତୁତ କରିବା
ಉದಾಹರಣೆ :
ବ୍ୟବସାୟୀଜଣକ ତା ପୁଅକୁ ନିଜ ଉତ୍ତରାଧିକାରୀ କରିବାପାଇଁ ବ୍ୟବସ୍ଥା କରୁଛି ଭାରତ ମାତାର ରକ୍ଷା କରିବାପାଇଁ ଆମ ସେନାବାହିନୀ ପ୍ରସ୍ତୁତ ହେଉଛି
ಸಮಾನಾರ್ಥಕ : ଆୟୋଜନ କରିବା, ପ୍ରସ୍ତୁତ ହେବା, ବନ୍ଦୋବସ୍ତ କରିବା, ବ୍ୟବସ୍ଥା କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
* भविष्य में किसी भूमिका या कार्य के लिए (किसी को) तैयार करना।
व्यापारी अपने लड़के को अपना उत्तराधिकारी बनाने के लिए तैयार कर रहा है।ಅರ್ಥ : କାଣ୍ଟ-ଛାଣ୍ଟକରି କୌଣସି ପ୍ରକାରରେ ଦରକାରୀ ବସ୍ତୁ ତିଆରି କରିବା
ಉದಾಹರಣೆ :
ସେ ମାଟିର ମୂର୍ତ୍ତି ତିଆରି କରୁଛି
ಸಮಾನಾರ್ಥಕ : ଆକାର ଦେବା, ଗଢ଼ିବା, ନିର୍ମାଣ କରିବା, ବନେଇବା, ରୂପ ପ୍ରଦାନ କରିବା, ସର୍ଜନା କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସ୍ୱୀକାର ବା ଅସ୍ୱୀକାର କରିବାପାଇଁ ସାମନା କରିବା ବା ଆଣିବା
ಉದಾಹರಣೆ :
ସମାରୋହରେ ଚାକରଟି ଅନେକ ପ୍ରକାରର ଖାଦ୍ୟପଦାର୍ଥ ପ୍ରସ୍ତୁତ କରୁଥିଲା
ಸಮಾನಾರ್ಥಕ : ପ୍ରସ୍ତୁତ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
* स्वीकार या अस्वीकार करने के लिए सामने करना या लाना।
समारोह में बैरा कई प्रकार की खाने की वस्तुएँ प्रस्तुत कर रहा था।ಅರ್ಥ : ଘର ବା କାନ୍ଥ ଆଦି ତିଆରି କରିବା
ಉದಾಹರಣೆ :
ମିସ୍ତ୍ରୀ ଓ ଶ୍ରମିକମାନେ ଏବେ କାନ୍ଥ ଉଠାଉଛନ୍ତି
ಸಮಾನಾರ್ಥಕ : ଉଠାଇବା, ନିର୍ମାଣ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :