ಅರ್ಥ : ଏବେ ପ୍ରସ୍ତୁତ ହୋଇଥିବା ବା ଯାହା ଏବେକାର
ಉದಾಹರಣೆ :
ଶ୍ୟାମ ପ୍ରତିଦିନ ଗରମାଗରମ ଭୋଜନ କରେ
ಇತರ ಭಾಷೆಗಳಿಗೆ ಅನುವಾದ :
बिलकुल ताजा या जो हाल का हो।
पड़ोसन अभी-अभी गरमागरम ख़बर सुनाकर गई है।ಅರ್ಥ : ଯାହା ଏବେ ତିଆରି ହୋଇଛି, ପ୍ରସ୍ତୁତ ହୋଇଛି ବା ବିଦିତ ହୋଇଛି
ಉದಾಹರಣೆ :
ଏବେ ଆମେ ଆପଣଙ୍କୁ ନବୀନତମ ଉପଲବ୍ଧି ସମ୍ପର୍କରେ ଅବଗତ କରାଇବୁ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହା ମ୍ଳାନ ବା ସତେଜ ନୁହେଁ
ಉದಾಹರಣೆ :
ସୀତା ମନ୍ଦିରରେ ତାଜା ଫୁଲ ଚଢ଼ାଉଛି
ಇತರ ಭಾಷೆಗಳಿಗೆ ಅನುವಾದ :
जो म्लान या कुम्हलाया न हो।
सीता मंदिर में ताज़े पुष्प चढ़ा रही है।ಅರ್ಥ : ସଙ୍ଗେ ସଙ୍ଗେ ବାହାର କରାଯାଇଥିବା
ಉದಾಹರಣೆ :
ରହିମ୍ ପ୍ରତିଦିନ ତାଜା ଛେଳି କ୍ଷୀର ପିଏ
ಇತರ ಭಾಷೆಗಳಿಗೆ ಅನುವಾದ :
तुरंत निकाला हुआ।
रहीम रोज़ बकरी का ताज़ा दूध पीता है।