ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ତାଗିଦା ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ତାଗିଦା   ବିଶେଷ୍ୟ

ಅರ್ಥ : ଏଭଳି ଅନୁରୋଧ ବା ଆଦେଶ ଯାହାର ପାଳନ ପାଇଁ ବାରମ୍ବାର କୁହାଯାଇଛି

ಉದಾಹರಣೆ : ମାଲିକ ଚାକରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ବଳଦମାନଙ୍କୁ ଖାଲି କୁଟାନଡ଼ା ଖୁଆଯାଉ

ಸಮಾನಾರ್ಥಕ : ନିର୍ଦ୍ଦେଶ


ಇತರ ಭಾಷೆಗಳಿಗೆ ಅನುವಾದ :

ऐसा अनुरोध या आदेश जिसके पालन के लिए बारंबार कहा गया हो।

मालिक ने नौकरों को ताक़ीद की कि बैलों को खाली भूसा खिलाया जाय।
ताक़ीद, ताकीद

An urgent or peremptory request.

His demands for attention were unceasing.
demand

ಅರ್ಥ : କାହାଠାରୁ ନିଜର ପ୍ରାପ୍ୟଧନ ପାଇବା ବା ଆବଶ୍ୟକ କାର୍ଯ୍ୟ କରିବାପାଇଁ ପୁଣିଥରେ କହିବା ବା ମନେପକାଇଦେବା କ୍ରିୟା

ಉದಾಹರಣೆ : କେତେଥର ତାଗିଦା କରିବା ସତ୍ତ୍ୱେ ବି ସେ ମୋ ପଇସା ଦେଇନାହିଁ


ಇತರ ಭಾಷೆಗಳಿಗೆ ಅನುವಾದ :

किसी से अपना प्राप्य धन पाने या आवश्यक कार्य करने के लिए फिर से कहने या स्मरण कराने की क्रिया।

कई बार तकाजा करने के बावजूद उसने मेरा पैसा नहीं दिया।
तक़ाज़ा, तकाजा, तगादा