ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ତରଳ ବା ଗରମ ହୋଇଥିବା
ಉದಾಹರಣೆ : ମାଆ ତରଳ ଘିଅର ଖାସ୍ତା ଢାଳି ଖିରଗଜା ତିଆରି କରୁଛି
ಸಮಾನಾರ್ಥಕ : ଆଉଟା, ଗରମ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
पिघला या टघला हुआ।
Changed from a solid to a liquid state.
ಅರ್ಥ : ଯାହା ଅଧିକ ଗାଢ ନୁହେଁ
ಉದಾಹರಣೆ : ଦହି ପାଣିଆ ହୋଇଛି
ಸಮಾನಾರ್ಥಕ : ପତଳା, ପାଣିଆ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
जो बहुत गाढ़ा न हो।
ಅರ್ಥ : ପାଣି ଭଳି ପତଳା
ಉದಾಹರಣೆ : ତରଳ ପଦାର୍ଥକୁ ଯେଉଁ ବାସନରେ ରଖାଯାଏ, ତାହା ସେହି ଆକାର ଧାରଣ କରେ
ಸಮಾನಾರ್ಥಕ : ଦ୍ରବ
पानी की तरह पतला।
Characteristic of a fluid. Capable of flowing and easily changing shape.
ಸ್ಥಾಪನೆ