ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯେଉଁ ତାର ବାଦ୍ୟଯନ୍ତ୍ରରେ ବ୍ୟବହାର କରାଯାଏ
ಉದಾಹರಣೆ : ସିତାର ବାଦକ ବାଦ୍ୟତାରକୁ କଷୁଛନ୍ତି
ಸಮಾನಾರ್ಥಕ : ବାଦ୍ୟତାର
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
वह तार जो वाद्य यंत्र में प्रयोग किया जाता है।
ಅರ್ಥ : କୌଣସି ଧାତୁକୁ ଟାଣି ତିଆରି କରାଯାଇଥିବା ତନ୍ତୁ
ಉದಾಹರಣೆ : ଏହା ଟେଲିଫୋନ ତାର
ಸಮಾನಾರ್ಥಕ : ତନ୍ତୁ, ତାର
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
धातु को खींचकर बनाया हुआ तंतु।
Ligament made of metal and used to fasten things or make cages or fences etc.
ಅರ್ಥ : ତାରଯୁକ୍ତ ବାଜା ବଜାଉଥିବା ବାଦକ
ಉದಾಹರಣೆ : ପଣ୍ଡିତ ହରେରାମ ଜଣେ କୁଶଳ ତନ୍ତ୍ରୀ
ಸಮಾನಾರ್ಥಕ : ତଂତ୍ରୀ, ତନ୍ତୁବାଦକ
वह वादक जो तार वाले बाजे बजाता हो।
ಸ್ಥಾಪನೆ