ಅರ್ಥ : ଝଡାଫୁଙ୍କା କରିବା ମନ୍ତ୍ର
ಉದಾಹರಣೆ :
ତନ୍ତ୍ରଶାସ୍ତ୍ର ଅନୁସାରେ ତନ୍ତ୍ର ଦୁଇ ପ୍ରକାର
ಸಮಾನಾರ್ಥಕ : ମନ୍ତ୍ରତନ୍ତ୍ର
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ହିନ୍ଦୁମାନଙ୍କ ଉପାସନା ସମ୍ବନ୍ଧୀୟ ଏକ ଶାସ୍ତ୍ର
ಉದಾಹರಣೆ :
ତନ୍ତ୍ରଶାସ୍ତ୍ରର ସିଦ୍ଧାନ୍ତଗୁଡିକ ବ୍ୟବହାର କରିବା ସମୟରେ ଗୁପ୍ତ ରଖାଯାଏ
ಸಮಾನಾರ್ಥಕ : ତନ୍ତ୍ରବିଦ୍ୟା, ତନ୍ତ୍ରଶାସ୍ତ୍ର
ಇತರ ಭಾಷೆಗಳಿಗೆ ಅನುವಾದ :
हिन्दुओं का उपासना संबंधी एक शास्त्र।
उपयोग करते समय तंत्र के सिद्धांतों को गुप्त रखा जाता है।ಅರ್ಥ : ସ୍ୱତନ୍ତ୍ର କିନ୍ତୁ ପରସ୍ପର ସହ ଯୋଡ଼ିହୋଇଥିବା ତତ୍ତ୍ୱର ଯେଉଁ ସମୂହଦ୍ୱାରା ଏକ ଏକକର ନିର୍ମାଣ ହୋଇଥାଏ
ಉದಾಹರಣೆ :
ଆରକ୍ଷଣଦ୍ୱାରା ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହୋଇଥାଏ
ಸಮಾನಾರ್ಥಕ : ବ୍ୟବସ୍ଥା
ಇತರ ಭಾಷೆಗಳಿಗೆ ಅನುವಾದ :