ಅರ್ಥ : କୌଣସି ବିଶେଷ ଅବସ୍ଥାରେ ବା କୌଣସି କାମ କରିବା ସମୟରେ ଯେଉଁ ଅନୁଭୂତି ବା ଜ୍ଞାନ ହୋଇଥାଏ
ಉದಾಹರಣೆ :
ଧ୍ୟାନାବସ୍ଥାରେ ଜୀବନର ମୂଳଭୂତ ତଥ୍ୟର ଅନୁଭୂତି ହୋଇଥାଏ
ಇತರ ಭಾಷೆಗಳಿಗೆ ಅನುವಾದ :
कोई ऐसी बात जिसकी अनुभूति या ज्ञान किसी विशेष अवस्था में या कोई काम करते समय हुआ हो।
ध्यानावस्था में जीवन के मूलभूत तथ्यों की अनुभूति होती है।An event known to have happened or something known to have existed.
Your fears have no basis in fact.ಅರ್ಥ : କାହାରିକୁ ଦିଆଯାଉଥିବା କୌଣସି ଘଟଣାର ସୂଚନା
ಉದಾಹರಣೆ :
ସମ୍ବାଦଦାତା ପ୍ରେସ୍କୁ ରିପୋର୍ଟ ପଠାଇଲେ ସେ ଥାନାରେ ରିପୋର୍ଟ ଲେଖାଇବାକୁ ଯାଇଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଏଭଳି କିଛି କଥା ଯାହା ବସ୍ତୁତଃ କୌଣସି ବିଶେଷ ଅବସ୍ଥାରେ ହୋଇଛି
ಉದಾಹರಣೆ :
ଏହି ଘଟଣାରେ ସମ୍ବନ୍ଧିତ ସମସ୍ତ ତଥ୍ୟର ଯାଞ୍ଚ କରାଯାଉଛି
ಸಮಾನಾರ್ಥಕ : ଅସଲକାରଣ, ଠିକ୍ ଖବର, ପ୍ରକୃତ ଘଟଣା
ಇತರ ಭಾಷೆಗಳಿಗೆ ಅನುವಾದ :
A piece of information about circumstances that exist or events that have occurred.
First you must collect all the facts of the case.