ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : କୌଣସି ପଦାର୍ଥର ଓଜନ ବା ଗୁରୁତ୍ୱର ପରିମାଣ
ಉದಾಹರಣೆ : ଏହି ବସ୍ତୁର ଓଜନ କେତେ?
ಸಮಾನಾರ್ಥಕ : ଓଜନ, ଭାର, ମାପ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
किसी पदार्थ के गुरुत्व या भारीपन का परिमाण।
The vertical force exerted by a mass as a result of gravity.
ಅರ್ಥ : ଭାର, ଆୟତନ ଆଦି ମାପିବା ଏକକ
ಉದಾಹರಣೆ : ଭାର ଓ ଆୟତନର ମାପକ ଅଲଗା ଅଲଗା
ಸಮಾನಾರ್ಥಕ : ମାନ, ମାପକ
ಅರ್ಥ : ଓଜନ କରିବାର କ୍ରିୟା
ಉದಾಹರಣೆ : ସେଠଙ୍କ ପାଖରେ ଜିନିଷ ଓଜନକରି ମନୋହର ପ୍ରତିଦିନ ଶହେ ଟଙ୍କା ରୋଜଗାର କରେ
ಸಮಾನಾರ್ಥಕ : ଓଜନ, କଣ୍ଟା, ମାପ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
तौलने की क्रिया।
ಅರ್ಥ : ମାପିବା ସାମଗ୍ରୀ ବା ପାତ୍ର
ಉದಾಹರಣೆ : କ୍ଷୀରବାଲା ତଉଲରେ କ୍ଷୀର ମାପୁଛି
ಸಮಾನಾರ್ಥಕ : ମାପିବା ଯନ୍ତ୍ର
नापने का बरतन या पात्र।
ಸ್ಥಾಪನೆ