ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଜଳସେଚନ କରିବାର ଉପକରଣରେ ଥିବା ଢେଁକୁଲି ନାମକ ଯେଉଁ ପାତ୍ର ଦ୍ୱାରା କୂଅରୁ ପାଣି କଢ଼ାଯାଏ
ಉದಾಹರಣೆ : ଢେଁକୁଲି ଦଉଡ଼ିରୁ ଛିଣ୍ଡିଯାଇ କୂଅରେ ପଡ଼ିଗଲା
ಸಮಾನಾರ್ಥಕ : ଢେଁକୁଲି, ଢେକୁଲି, ଢେଙ୍କଲି, ଢେଙ୍କୁଲି, ପାଣି ସିଞ୍ଚିବା ଯନ୍ତ୍ର
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
ढेंकुली नामक सिंचाई के साधन में का वह पात्र जिससे कुएँ आदि से पानी निकाला जाता है।
ಅರ್ಥ : ଜଳସେଚନ ପାଇଁ କୂଅ ଆଦି ଉପରେ ତିଆରି ହୋଇଥିବା ଏକ ଉପକରଣ ଯେଉଁଥିରେ ଦଉଡ଼ି ଲାଗିଥିବା ଏକ ପାତ୍ର ବାଉଁଶରେ ବନ୍ଧା ଯାଇଥାଏ ଏବଂ ଯାହାକୁ ବୁଡ଼ାଇ ପାଣି କଢ଼ାଯାଏ
ಉದಾಹರಣೆ : କୃଷକ ଢେଙ୍କୁଲି ଚଳାଉଛି
ಸಮಾನಾರ್ಥಕ : ଢେଂକୁଲି, ଢେଙ୍କଲି, ଢେଙ୍କୁଲି
सिंचाई के लिए कुएँ आदि पर बनाया गया वह साधन जिसमें रस्सी लगा एक पात्र बाँस में बंधा रहता है और जिसको डुबका कर पानी निकालते हैं।
ಸ್ಥಾಪನೆ