ಅರ್ಥ : ସୂତା, ଛଣଆଦିକୁ ବଳି ତିଆରିକରାଯାଉଥିବା ଲମ୍ବା ବସ୍ତୁ ଯାହା ବିଶେଷ କରି ବାନ୍ଧିବା କାର୍ଯ୍ୟରେ ଆସେ
ಉದಾಹರಣೆ :
ଗାଁବାଲା ଚୋରକୁ ଦଉଡ଼ିରେ ବାନ୍ଧିଦେଲେ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଘାଘରା, ପାଇଜାମା ଆଦି ବାନ୍ଧିବାପାଇଁ ସୁତାର ସାଧାରଣ ଡୋର
ಉದಾಹರಣೆ :
ଡୋରରେ ଗଣ୍ଠି ପଡ଼ିଯିବାରୁ ତାକୁ କାଟିବାକୁ ପଡ଼ିଲା
ಸಮಾನಾರ್ಥಕ : ଅଣ୍ଟାସୁତା, କମରସୁତା, ଡୋରି
ಇತರ ಭಾಷೆಗಳಿಗೆ ಅನುವಾದ :
A tie consisting of a cord that goes through a seam around an opening.
He pulled the drawstring and closed the bag.ಅರ್ಥ : ଡୋର ଭଳି ବଳି ହୋଇଥିବା ଯେଉଁ କନାକୁ ପିନ୍ଧିବା କାନି ବାନ୍ଧିବାପାଇଁ ଲଗାଯାଏ
ಉದಾಹರಣೆ :
ମାଆ ଝିଅର ପୋଷାକର ଡୋର ବାନ୍ଧୁଛନ୍ତି
ಸಮಾನಾರ್ಥಕ : ଡୋରି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସୂତା, ରେଶମ, ଉଲ୍ଆଦିକୁ ବଳି ତିଆରି ହୋଇଥିବା ମୋଟା ସୂତା ବା ଡ଼ୋରୀ
ಉದಾಹರಣೆ :
ରେଶମ ଡୋରୀରେ ସେ ଉପହାରକୁ ବାନ୍ଧିଲା
ಸಮಾನಾರ್ಥಕ : ଡୋରୀ
ಇತರ ಭಾಷೆಗಳಿಗೆ ಅನುವಾದ :