ಅರ್ಥ : ଢୋଲଆଦି ବଜାଇ କରାଯାଉଥିବା ରାଜକୀୟ ଘୋଷଣା ବା ଦିଆଯାଉଥିବା ସୂଚନା
ಉದಾಹರಣೆ :
ରାଜକୁମାରୀଙ୍କ ସ୍ୱୟମ୍ବର ସମ୍ପର୍କରେ ରାଜା ଡେଙ୍ଗୁରା ଦିଆଇଲେ
ಸಮಾನಾರ್ಥಕ : ନାଗରା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଚମଡ଼ା ମଡ଼ା ଯାଇଥିବା ଯେଉଁ ଛୋଟ ବାଦ୍ୟ ବଜାଯାଇ କୌଣସି କଥା ଘୋଷଣା କରାଯାଏ
ಉದಾಹರಣೆ :
ଆଗକାଳରେ ଡେଙ୍ଗୁରା ବଜାଇ ଯେ କୌଣସି ଘୋଷଣା ଜଣାଇ ଦିଆ ଯାଉଥିଲା
ಇತರ ಭಾಷೆಗಳಿಗೆ ಅನುವಾದ :