ಅರ್ಥ : ରୁଟି, ଭାତଆଦି ସହିତ ଖାଇବା ନିମନ୍ତେ ଡାଲିକୁ ଫୁଟାଇ ବା ରାନ୍ଧି କରାଯାଉଥିବା ଦ୍ରବ୍ୟ
ಉದಾಹರಣೆ :
ମା’ ଆଜି ଡାଲି, ଭାତ ଏବଂ ଆଳୁ ତରକାରି କରିଥିଲେ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ହରଡ଼, ମୁଗଆଦି ଯେଉଁ ସବୁ ଶସ୍ୟରୁ ଡାଲି ତିଆରି ହୁଏ
ಉದಾಹರಣೆ :
ଆଜିକାଲି ବଜାରରେ ଡାଲିର ଦର ଆକାଶଛୁଆଁ ରହିଛି
ಸಮಾನಾರ್ಥಕ : ଡାଲି ଜାତୀୟ ଶସ୍ୟ
ಇತರ ಭಾಷೆಗಳಿಗೆ ಅನುವಾದ :
Edible seeds of various pod-bearing plants (peas or beans or lentils etc.).
pulseಅರ್ಥ : ରଗଡ଼ା ହୋଇଥିବା ହରଡ଼, ମୁଗ, ଚଣା ଆଦି ଯାହାସବୁକୁ ଝୋଳଥିବା ତରକାରି ଭଳି ରାନ୍ଧି ଖାଆନ୍ତି
ಉದಾಹರಣೆ :
ତାଙ୍କର ମୁଗଡାଲି ପକୁଡ଼ି ବହୁତ ପସନ୍ଦ
ಇತರ ಭಾಷೆಗಳಿಗೆ ಅನುವಾದ :
Edible seeds of various pod-bearing plants (peas or beans or lentils etc.).
pulse