ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଡାକବଙ୍ଗଳା ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଡାକବଙ୍ଗଳା   ବିଶେଷ୍ୟ

ಅರ್ಥ : ଯେଉଁ ବଙ୍ଗଳା ବା କୋଠା ସରକାରଙ୍କ ତରଫରୁ ବିଦେଶୀ ବା ରାଜ୍ୟର ଅଧିକାରୀମାନଙ୍କ ରହଣିପାଇଁ ତିଆରି କରାଯାଇଥାଏ

ಉದಾಹರಣೆ : ଏହି ଡାକବଙ୍ଗଳା ଇଂରେଜ ଅମଳର


ಇತರ ಭಾಷೆಗಳಿಗೆ ಅನುವಾದ :

वह बँगला या मकान जो सरकार की ओर से परदेशियों या राज्य के अधिकारियों के ठहरने के लिए बना हो।

यह डाकबँगला अंग्रेजों के ज़माने का है।
डाकबँगला, डाकबंगला

ಅರ್ಥ : ପ୍ରାଚୀନ କାଳରେ ବାଟରେ ପଡ଼ୁଥିବା ଯେଉଁ ସ୍ଥାନରେ ଯାତ୍ରୀମାନେ ବିଶ୍ରାମ କରନ୍ତି ବା ଗାଡ଼ି ବଦଳାଇଥାନ୍ତି

ಉದಾಹರಣೆ : ଯାତ୍ରାକୁ ସଫଳ କରିବାପାଇଁ ସ୍ଥାନେ ସ୍ଥନେ ଡାକବଙ୍ଗଳା ତିଆରି କରାଯାଇଥିଲା

ಸಮಾನಾರ್ಥಕ : ଚଟିଘର


ಇತರ ಭಾಷೆಗಳಿಗೆ ಅನುವಾದ :

प्राचीन काल में मार्ग में पड़नेवाला वह स्थान जहाँ यात्रा के घोड़े, हरकारे या सवारियाँ बदली जाती थीं।

यात्रा को सुलभ बनाने के लिए स्थान-स्थान पर डाक-चौकियाँ बनाई गई थीं।
डाक चौकी, डाक-चौकी