ಅರ್ಥ : ଡାକ ବ୍ୟବସ୍ଥାଦ୍ୱାରା ନେବାଆଣିବା କରାଯାଉଥିବା ଚିଠି ଆଦି
ಉದಾಹರಣೆ :
ଡାକବାଲା ପ୍ରତିଦିନ ଚାରିଟାବେଳକୁ ଡାକ ଆଣେ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ନିଲାମ ସମୟରେ ବଡ଼ ପାଟିରେ ଜିନିଷର ଦାମ୍ ଡାକିବା କ୍ରିୟା
ಉದಾಹರಣೆ :
ମୁଁ ଏହି ଜିନିଷ ପାଇଁ ଶହେ ଟଙ୍କା ପର୍ଯ୍ୟନ୍ତ ଡାକ ଲଗାଇ ପାରିବି
ಸಮಾನಾರ್ಥಕ : ଡାକରା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାତ୍ରାର ଏଭଳି ବ୍ୟବସ୍ଥା ଯେଉଁଥିରେ ପ୍ରତ୍ୟେକ ରହଣି ପରେ ପଶୁ ବା ଯାନକୁ ବଦଳା ଯାଇଥାଏ
ಉದಾಹರಣೆ :
ଦୂରଦୂରାନ୍ତରକୁ ଯାତ୍ରା କରିବାନିମନ୍ତେ ଆଗକାଳରେ ଡାକ ବ୍ୟବସ୍ଥା ଥିଲା
ಇತರ ಭಾಷೆಗಳಿಗೆ ಅನುವಾದ :
सवारी का ऐसा प्रबंध जिसमें हर पड़ाव पर बराबर जानवर या यान आदि बदले जाते हों।
सुदूर क्षेत्रों में यात्रा करने के लिए पहले डाक की व्यवस्था थी।ಅರ್ಥ : ରାଷ୍ଟ୍ର ତରଫରୁ ଚିଠିପତ୍ର, ପାର୍ସଲ ଆଦିର ଦିଆନିଆ ବ୍ୟବସ୍ଥା
ಉದಾಹರಣೆ :
ମୁଁ ମୋର ଚିଠି ଡାକରେ ପଠେଇଛି
ಇತರ ಭಾಷೆಗಳಿಗೆ ಅನುವಾದ :
The system whereby messages are transmitted via the post office.
The mail handles billions of items every day.ಅರ್ಥ : କାହାରିକୁ ଡାକିବାପାଇଁ ଯୋର୍ରେ କରାଯାଉଥିବା ଶବ୍ଦ
ಉದಾಹರಣೆ :
ମାଲିକର ଡାକ ଶୁଣି ଚାକର ଦୌଡ଼ି ଦୌଡ଼ି ଆସିଲା
ಇತರ ಭಾಷೆಗಳಿಗೆ ಅನುವಾದ :