ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଧାତୁ, ପ୍ଲାଷ୍ଟିକଆଦିର ଢାଙ୍କୁଣିଯୁକ୍ତ ଏବଂ ଗହୀରା ପାତ୍ର
ಉದಾಹರಣೆ : ଚିନିଆଦି ରଖିବାପାଇଁ ସେ ବଜାରରୁ ଚାରିଟା ଡବା କିଣିଲା
ಸಮಾನಾರ್ಥಕ : ଡିବା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
धातु, प्लास्टिक, आदि का ढक्कनदार और गहरा पात्र।
ಅರ್ಥ : ଛୋଟ ଡବା
ಉದಾಹರಣೆ : ସେ ଡବାରୁ ଜର୍ଦା ବାହାରକଲା ଓ ପାଟିରେ ପକାଇଲା
ಸಮಾನಾರ್ಥಕ : ଡ଼ିବା
छोटा डिब्बा।
ಅರ್ಥ : ରେଳ ଗାଡ଼ିର ଡବା
ಉದಾಹರಣೆ : ଗାଡ଼ିର ପ୍ରତ୍ୟେକ ଡବାରେ ବହୁତ ଭିଡ଼ ଥିଲା
ಸಮಾನಾರ್ಥಕ : ବଗି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
रेल गाड़ी का डिब्बा।
A railcar where passengers ride.
ಸ್ಥಾಪನೆ