ಅರ್ಥ : ଭିଡ଼ ହେତୁରୁ ବା ଅନ୍ୟ କୌଣସି କାରଣରୁ ଜଣେ ଅନ୍ୟ ଜଣକୁ ଧକ୍କାଦେବା ବା ଠେଲିବା କାର୍ଯ୍ୟ
ಉದಾಹರಣೆ :
ଠେଲାପେଲା ନକରି ଆପଣମାନେ ଆରାମରେ ଧାଡ଼ିରେ ଛିଡା ହୁଅନ୍ତୁ
ಸಮಾನಾರ್ಥಕ : ଠେଲାଠେଲି, ଧକ୍କାଧକ୍କି, ପେଲାପେଲି
ಇತರ ಭಾಷೆಗಳಿಗೆ ಅನುವಾದ :
भीड़-भाड़ के कारण या और किसी कारण से एक दूसरे को धक्का देने या ठेलने की क्रिया।
धक्कमधक्का न करते हुए आप लोग आराम से लाइन में खड़े रहें।ಅರ್ಥ : ଆଗରେ ଏବଂ ପଛରେ କୌଣସି ଭାବ ବା ଅବସ୍ଥା
ಉದಾಹರಣೆ :
ଏହି କାମ କରିବା ଲାଗି ସେହି ଦିଜଣଙ୍କ ମଧ୍ୟରେ ପାଟିତୁଣ୍ଡ ଚାଲିଛି
ಸಮಾನಾರ್ಥಕ : ପାଟିତୁଣ୍ଡ, ବାକବିତଣ୍ଡା
ಇತರ ಭಾಷೆಗಳಿಗೆ ಅನುವಾದ :