ಅರ್ಥ : ଯିଏ ନୈତିକତାରେ ପୂର୍ଣ୍ଣ
ಉದಾಹರಣೆ :
ନୈତିକତାପୂର୍ଣ୍ଣ କାମହିଁ କରିବା ଉଚିତ
ಸಮಾನಾರ್ಥಕ : ଉଚିତ, ନୀତିପୂର୍ଣ୍ଣ, ନୈତିକ, ନୈତିକତାପୂର୍ଣ୍ଣ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁଭଳି ହେବା ଦରକାର ସେଭଳି
ಉದಾಹರಣೆ :
ଆପଣ ଉଚିତ କଥା କହିବା ଆବଶ୍ୟକ ସମୁଚିତ ପ୍ରଚେଷ୍ଟାଦ୍ୱାରା ଯେ କୌଣସି କାର୍ଯ୍ୟରେ ସଫଳତା ମିଳେ
ಸಮಾನಾರ್ಥಕ : ଉଚିତ, ଉପଯୁକ୍ତ, ଯୋଗ୍ୟ, ସମୁଚିତ
ಇತರ ಭಾಷೆಗಳಿಗೆ ಅನುವಾದ :
Suitable for a particular person or place or condition etc.
A book not appropriate for children.ಅರ್ಥ : ଯେମିତି ହେବାକଥା ସେମିତି ବା ଯେଉଁଥିରେ କୌଣସି ପ୍ରକାରର କୃତ୍ରିମତା ନାହିଁ
ಉದಾಹರಣೆ :
ସାକ୍ଷୀମାନେ ଡରିମରି ସତ୍ୟ ବୟାନ ଦେଲେନାହିଁ
ಇತರ ಭಾಷೆಗಳಿಗೆ ಅನುವಾದ :