ಅರ್ಥ : ଟାଣିବାର କ୍ରିୟା
ಉದಾಹರಣೆ :
ଟାଣିବା ହେତୁ ଏହି ତାରର ଦୈର୍ଘ୍ୟ ବଢ଼ିଯାଇଛି
ಅರ್ಥ : ଟାଣିବା କ୍ରିୟା
ಉದಾಹರಣೆ :
ଅଧିକ ଟାଣିବାଯୋଗୁଁ ରବର ଛିଣ୍ଡିଗଲା
ಸಮಾನಾರ್ಥಕ : ଭିଡ଼ିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଚିହ୍ନ ବା ଦାଗରେ ରୂପ ବନାଇବା
ಉದಾಹರಣೆ :
ସେ ଘରର ନକ୍ସା ଟାଣୁଛି
ಸಮಾನಾರ್ಥಕ : ଖିଞ୍ଚିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବସ୍ତୁକୁ ତାର ପୂରା ଲମ୍ବା ବା ଚଉଡ଼ା ପର୍ଯ୍ୟନ୍ତ ବଢ଼େଇବା
ಉದಾಹರಣೆ :
ଶିକାରୀ ଧନୁର ଡୋରକୁ ଟାଣୁଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବସ୍ତୁ, ବ୍ୟକ୍ତିଆଦିକୁ କୌଣସି ବସ୍ତୁ, ବ୍ୟକ୍ତିଆଦିଦ୍ୱାରା ନିଜ ଶକ୍ତି ବା ପ୍ରେରଣାରେ ନିଜ ପାଖକୁ ଆକର୍ଷିତ କରିବା
ಉದಾಹರಣೆ :
ଭଗବାନ ରାମଙ୍କର ରୂପ ସବୁ ମିଥିଳାବାସୀଙ୍କୁ ଆକର୍ଷିତ କରୁଥିଲା
ಸಮಾನಾರ್ಥಕ : ଆକର୍ଷିତ କରିବା, ଆକୃଷ୍ଟ କରିବା, ଲୋଭାନ୍ୱିତ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी वस्तु, व्यक्ति आदि को किसी वस्तु, व्यक्ति आदि के द्वारा अपनी शक्ति या प्रेरणा से अपने पास लाना।
भगवान राम का रूप सभी मिथिलावासियों को आकर्षित कर रहा था।Direct toward itself or oneself by means of some psychological power or physical attributes.
Her good looks attract the stares of many men.ಅರ್ಥ : କାହାରିକୁ ଆସ୍ତେଆସ୍ତେ ଯିବାରେ ପ୍ରବୃତ୍ତ କରିବା
ಉದಾಹರಣೆ :
ବୁଢାବାପାଙ୍କ ଖଟକୁ ପୁଅ ଖରାକୁ ଘୁଞ୍ଚେଇଲା
ಸಮಾನಾರ್ಥಕ : ଘୁଞ୍ଚେଇବା, ଘୋଷାରିନେବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାହାକୁ କୌଣସି କାମରେ ଜବରଦସ୍ତି ଜୋଡିବା
ಉದಾಹರಣೆ :
ମୋ ମନ ନ ଥିଲେ ବି ରାମ ମୋତେ ଏହି କାମ କରିବା ପାଇଁ ଟାଣିଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଜଳ ବା ଆଦ୍ରତାଆଦିକୁ ଶୋଷଣ କରିବା
ಉದಾಹರಣೆ :
ବୃକ୍ଷ ପୃଥିବୀରୁ ଜଳଆଦି ଶୋଷଣ କରେ
ಸಮಾನಾರ್ಥಕ : ଅବଶୋଷିତ କରିବା, ପିଇବା, ଶୋଷଣ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :