ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଛଣପଟର ତନ୍ତୁ ନଳିତା ଗଛର ତନ୍ତୁ
ಉದಾಹರಣೆ : ରମେଶ ଛଣପଟରେ ଦଉଡି ତିଆରି କରୁଛି ରମେଶ ଝୋଟରେ ଦଉଡି ତିଆରି କରୁଛି
ಸಮಾನಾರ್ಥಕ : ଛଣପଟ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
पटसन का रेशा।
ಅರ್ಥ : ଛଣପଟ ତନ୍ତୁ ଯେଉଁଥିରୁ ଦଉଡ଼ି ଓ ତାଟଆଦି ତିଆରିହୁଏ
ಉದಾಹರಣೆ : ଝୋଟ ଦଉଡ଼ି ବହୁତ ମଜବୁତ୍
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
पटसन के रेशे जिनसे रस्सियाँ और टाट आदि बनते हैं।
A plant fiber used in making rope or sacks.
ಅರ್ಥ : ଯେଉଁ ଗଛର ତନ୍ତୁରେ ଦଉଡ଼ି, ବସ୍ତା, ଦରି ଏବଂ ଗାଲିଚା ଆଦି ତିଆରି କରାଯାଏ
ಉದಾಹರಣೆ : ବଙ୍ଗଳାରେ ବହୁତ ଝୋଟ ଚାଷ ହୁଏ
ಸಮಾನಾರ್ಥಕ : ନଳିତା
एक पौधा जिसके रेशे से रस्सी, बोरे, टाट और ग़लीचे आदि बनाये जाते हैं।
ಸ್ಥಾಪನೆ