ಅರ್ಥ : ଦୋଳାୟମାନ କରିବା
ಉದಾಹರಣೆ :
ଲହରୀଗୁଡ଼ିକ ତାକୁ ଆଗପଛ ଝୁଲାଉଥିଲା ଗରମଯୋଗୁଁ କଷ୍ଟ ଅନୁଭବ କରି ନୀରଜ ପଙ୍ଖା ହଲାଇବାକୁ ଲାଗିଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଝୁଲାଇବା କାମ ଅନ୍ୟ କାହାଦ୍ୱାରା କରାଇବା
ಉದಾಹರಣೆ :
ରମା ଝୁଲାକୁ ମମତାଦ୍ୱାରା ଝୁଲାଇଲା
ಸಮಾನಾರ್ಥಕ : ଦୋଳାୟମାନ କରିବା, ଦୋହଲାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେପରି କଲେ କୌଣସି ବସ୍ତୁର ଉପରିଭାଗ ସଂଯୁକ୍ତ ହେଲେ ବି ସେହି ବସ୍ତୁର କିଛିଅଂଶ ତଳଆଡ଼କୁ ବିନା ଆଧାରରେ ରହେ
ಉದಾಹರಣೆ :
ଶ୍ୟାମ ଛାତରୁ ରସିଟିଏ ଲଟକାଉଛି
ಸಮಾನಾರ್ಥಕ : ଲଟକାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
ऐसा करना कि ऊपर टिके रहने पर भी किसी वस्तु आदि का कुछ भाग नीचे की ओर कुछ दूर तक बिना आधार के रहे।
श्याम छत से एक रस्सी लटका रहा है।