ಅರ್ಥ : ପାଦ ଆଙ୍ଗୁଠିରେ ପିନ୍ଧା ଯାଉଥିବା ଧାତୁବଳୟ
ಉದಾಹರಣೆ :
ସେ ଡାହାଣ ଗୋଡ଼ ଆଙ୍ଗୁଠିରେ ଝୁଣ୍ଟିଆ ପିନ୍ଧିଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପାଦ ଆଙ୍ଗୁଳିରେ ପିନ୍ଧା ଯାଉଥିବା ମୁଦି
ಉದಾಹರಣೆ :
ସେ ନିଜ ପାଦ ଆଙ୍ଗୁଠିରେ ରୁପାର ଗୋଡ଼ମୁଦି ପିନ୍ଧିଛି
ಸಮಾನಾರ್ಥಕ : ଗୋଡ଼ମୁଦି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ହାତ ବା ପାଦର ଆଙ୍ଗୁଳି ପବରେ ପିନ୍ଧିବା ନିମନ୍ତେ ବିଶେଷତଃ ରୂପାରେ ତିଆରି ହୋଇଥିବା ମୁଦି ଆକାରର ଏକ ଗହଣା
ಉದಾಹರಣೆ :
ସୀତାର ପାଦ ଆଙ୍ଗୁଳିରେ ଝୁଣ୍ଟିଆ ସୁନ୍ଦର ଦିଶୁଛି
ಇತರ ಭಾಷೆಗಳಿಗೆ ಅನುವಾದ :