ಅರ್ಥ : କୌଣସି ଜିନିଷ ଉପରେ ପଡ଼ିଥିବା ବା ଲାଗିଥିବା କୌଣସି ଦ୍ୱିତୀୟ ବସ୍ତୁକୁ ହଟାଇବା
ಉದಾಹರಣೆ :
ସେ ପ୍ରତିଦିନ ଘର ଓଳାଏ ସେ ଲୁଗା ଉପରେ ଲାଗିଥିବା ଧୂଳି ଝାଡ଼ିଲା
ಸಮಾನಾರ್ಥಕ : ଓଳାଇବା, ଖରକିବା, ଝାଡ଼ିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी चीज पर पड़ी या लगी हुई कोई दूसरी चीज को हटाना।
वह हरदिन पूरे घर को झाड़ती है।Remove with or as if with a brush.
Brush away the crumbs.