ಅರ್ಥ : ରୋଗ ବା ପ୍ରେତବାଧା ଦୂର କରିବାପାଇଁ ଝାଡ଼ୁଥିବାବେଳେ ମନ୍ତ୍ରପଢ଼ି ଫୁଙ୍କିବା
ಉದಾಹರಣೆ :
ଗୁଣିଆ ସେହି ଲୋକକୁ ଝାଡ଼ୁଛି
ಸಮಾನಾರ್ಥಕ : ଝଡ଼ାଫୁଙ୍କା କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
रोग या प्रेत बाधा दूर करने के लिए झाड़ते हुए मंत्र पढ़कर फूँकना।
ओझा उस व्यक्ति को झाड़ रहा है।ಅರ್ಥ : ବଢ଼େଇଚଢ଼େଇ କହିବା
ಉದಾಹರಣೆ :
ପ୍ରେମ ନିଜ ସାଙ୍ଗମାନଙ୍କ ଭିତରେ ବହୁତ ହାଙ୍କିମାରେ
ಸಮಾನಾರ್ಥಕ : ହାଙ୍କିମରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ଜିନିଷ ଉପରେ ପଡ଼ିଥିବା ବା ଲାଗିଥିବା କୌଣସି ଦ୍ୱିତୀୟ ବସ୍ତୁକୁ ହଟାଇବା
ಉದಾಹರಣೆ :
ସେ ପ୍ରତିଦିନ ଘର ଓଳାଏ ସେ ଲୁଗା ଉପରେ ଲାଗିଥିବା ଧୂଳି ଝାଡ଼ିଲା
ಸಮಾನಾರ್ಥಕ : ଓଳାଇବା, ଖରକିବା, ଝାଡ଼ୁମାରିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी चीज पर पड़ी या लगी हुई कोई दूसरी चीज को हटाना।
वह हरदिन पूरे घर को झाड़ती है।Remove with or as if with a brush.
Brush away the crumbs.