ಅರ್ಥ : ଝାମ୍ପିନେବାର ପ୍ରକ୍ରିୟା ବା ଭାବ
ಉದಾಹರಣೆ :
ରୁଟି ଖଣ୍ଡେ ମିଳିଲା ମାତ୍ରେ କାଉ ତାକୁ ଝାମ୍ପ ମାରି ନେଇ ଖାଇବାକୁ ଲାଗିଲା
ಸಮಾನಾರ್ಥಕ : ଝମ୍ପ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଆଙ୍ଗୁଳିଗୁଡ଼ିକଦ୍ୱାରା କୌଣସି ବସ୍ତୁ ଧରିବା ସମୟରେ ହାତର ପଞ୍ଝାରେ ହେଉଥିବା ଏକ ମୁଦ୍ରା
ಉದಾಹರಣೆ :
ଛଞ୍ଚାଣର ଝାମ୍ପରେ ଗୁଣ୍ଡୁଚି ମୂଷା ପଡ଼ିଗଲା
ಇತರ ಭಾಷೆಗಳಿಗೆ ಅನುವಾದ :
A sharp hooked claw especially on a bird of prey.
talon