ಅರ್ಥ : କୌଣସି କଥାରେ ହୋଇଥିବା କଳହ
ಉದಾಹರಣೆ :
ଆଜି ସକାଳୁ ମୋର ତା ସହିତ କଥା କଟାକଟି ହୋଇଗଲା
ಸಮಾನಾರ್ಥಕ : କଥା କଟାକଟି, ଖିଟିମିଟି, ଯୁକ୍ତିତର୍କ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅଯଥା ଯୁକ୍ତିତର୍କ
ಉದಾಹರಣೆ :
ଆଜି ରାମ ଏବଂ ଶ୍ୟାମ ମଧ୍ୟରେ ଏକ ଛୋଟ କଥାକୁ ନେଇ ବିତଣ୍ଡା ହେଲା
ಸಮಾನಾರ್ಥಕ : କନ୍ଦଳ, କଳି, ତକରାଳ, ବିତଣ୍ଡା, ଯୁକ୍ତିତର୍କ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି କଥାରେ ହେଉଥିବା ବିବାଦ
ಉದಾಹರಣೆ :
ସେ କଳିର କାରଣ ଜାଣିବାକୁ ଚାହୁଁଛି
ಸಮಾನಾರ್ಥಕ : କଳି
ಇತರ ಭಾಷೆಗಳಿಗೆ ಅನುವಾದ :
किसी बात पर होने वाली कहा-सुनी या विवाद।
वह झगड़े का कारण जानना चाहता है।ಅರ್ಥ : ଶତ୍ରୁତା ଯୋଗୁଁ ଦୁଇ ଦଳ ମଧ୍ୟରେ ହତିଆର ସାହାଯ୍ୟରେ କରାଯାଉଥିବା ଲଢ଼େଇ
ಉದಾಹರಣೆ :
ମହାଭାରତ ଯୁଦ୍ଧ ଅଠର ଦିନ ପର୍ଯ୍ୟନ୍ତ ଚାଲିଥିଲା
ಸಮಾನಾರ್ಥಕ : କନ୍ଦଳ, ଯୁଦ୍ଧ, ରଣ, ଲଢ଼ାଇ, ସଂଗ୍ରାମ, ସମର
ಇತರ ಭಾಷೆಗಳಿಗೆ ಅನುವಾದ :
शत्रुतावश दो दलों के बीच हथियारों से की जाने वाली लड़ाई।
महाभारत का युद्ध अठारह दिनों तक चला था।ಅರ್ಥ : ନିଜନିଜ ମଧ୍ୟରେ ହେଉଥିବା ଆକ୍ଷେପ ବା ଉଚ୍ଚବାଚ
ಉದಾಹರಣೆ :
ବାପ ଓ ପୁଅଙ୍କ ମଧ୍ୟରେ ସବୁଦିନେ ପାଟିତୁଣ୍ଡ ହେଉଛି
ಸಮಾನಾರ್ಥಕ : ଉଚ୍ଚବାଚ, କଳି, ତର୍କବିତର୍କ, ପାଟିତୁଣ୍ଡ, ଯୁକ୍ତିତର୍କ, ହଟ୍ଟଗୋଳ
ಇತರ ಭಾಷೆಗಳಿಗೆ ಅನುವಾದ :
Witty language used to convey insults or scorn.
He used sarcasm to upset his opponent.