ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଅନ୍ୟର ଲାଭ ବା ଭଲ ଦେଖି ହେଉଥିବା ମାନସିକ କଷ୍ଟ
ಉದಾಹರಣೆ : ମୋର ଉନ୍ନତି ଦେଖି ତାର ଇର୍ଷା ହେଉଛି
ಸಮಾನಾರ್ಥಕ : ଅସୂୟା, ଇର୍ଷା, ଦାହ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
दूसरे का लाभ या हित देखकर होने वाला मानसिक कष्ट।
A feeling of jealous envy (especially of a rival).
ಅರ್ಥ : ଜ୍ୱଳନରୁ ହେଉଥିବା ପୀଡ଼ା ବା କଷ୍ଟ
ಉದಾಹರಣೆ : ଘିଅ ଲଗେଇବାରୁ ଜ୍ୱଳନ ଆସ୍ତେଆସ୍ତେ କମୁଛି
ಸಮಾನಾರ್ಥಕ : ଦାହ, ପୋଡ଼ା
जलने से होनेवाली पीड़ा या कष्ट।
Damage inflicted by fire.
ಅರ್ಥ : ତୀବ୍ର ସମ୍ବେଦନ ଉତ୍ପନ୍ନ କରିବାର ଅବସ୍ଥା ବା ଭାବ
ಉದಾಹರಣೆ : ଜିଭର ଜ୍ୱଳନ ଦୂର କରିବା ପାଇଁ କରିବାଲାଗି ଶ୍ୟାମା ଚିନି ଖାଉଛି
ಸಮಾನಾರ್ಥಕ : ଜ୍ୱାଳା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
परपराने की अवस्था या भाव।
ಸ್ಥಾಪನೆ