ಅರ್ಥ : ଯେଉଁ ଦଉଡ଼ିରେ ତରାଜୁର ପଲା ବନ୍ଧା ଯାଇଥାଏ
ಉದಾಹರಣೆ :
ତରାଜୁର ଜୋତ ଛନ୍ଦ ପଡି ଯାଇଛି, ଏଗୁଡ଼ିକୁ ଠିକ କରିଦିଅ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁ ରଶି ଗୋଟିଏ ପଶୁର ଗଣ୍ଡାରୁ ଅନ୍ୟ ପଶୁର ଗଣ୍ଡା ସହିତ ବନ୍ଧା ହୋଇଥାଏ
ಉದಾಹರಣೆ :
ଜମି ହଳ କରିସାରିବା ପରେ ହଳୁଆ ଜୋତ ଖୋଲି ବଳଦକୁ ଅଲଗା କରିଦେଲା
ಇತರ ಭಾಷೆಗಳಿಗೆ ಅನುವಾದ :