ಅರ್ಥ : ଯାହା ଭାଙ୍ଗିରୁଜି ଯାଇଛି
ಉದಾಹರಣೆ :
ସେ ଭଙ୍ଗାରୁଜା ଜିନିଷ ମଧ୍ୟ କିଣେ
ಸಮಾನಾರ್ಥಕ : ଭଙ୍ଗାରୁଜା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହା ଅତ୍ୟଧିକ ପ୍ରୟୋଗ କିମ୍ବା ପୁରୁଣାହେବା କାରଣରୁ ଫାଟିଯାଇଥାଏ
ಉದಾಹರಣೆ :
ଭିକାରୀ ଚିରାଫଟା ଲୁଗା ପିନ୍ଧିଛି
ಇತರ ಭಾಷೆಗಳಿಗೆ ಅನುವಾದ :
जो अत्यधिक प्रयोग या पुराना होने के कारण फटा हुआ हो।
भिखारी जीर्ण-शीर्ण कपड़ा पहने हुए था।