ಅರ್ಥ : ଇଣ୍ଡୋନେସିଆର ଏକ ଦ୍ୱୀପ
ಉದಾಹರಣೆ :
ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ଜାଭାରେ ଅବସ୍ଥିତ
ಸಮಾನಾರ್ಥಕ : ଜାଭା ଦ୍ୱୀପ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କଂପ୍ୟୁଟରରେ ସଫ୍ଟୱେଅର ପ୍ରୋଗ୍ରାମ ଲେଖିବାପାଇଁ ଏକ କୃତ୍ରିମ ଭାଷା
ಉದಾಹರಣೆ :
ଆମକୁ ଅଫିସରେ ଜାଭା ଶିଖାହେଉଛି
ಇತರ ಭಾಷೆಗಳಿಗೆ ಅನುವಾದ :
कम्प्यूटर में सॉफ्ट-वेयर प्रोग्राम लिखने की एक कृत्रिम भाषा।
हमें कार्यालय में जावा सिखाई जाती है।ಅರ್ಥ : ଜାଭା ଭାଷା ସହିତ ସଂବନ୍ଧିତ ବା ଜାଭା ଭାଷାର
ಉದಾಹರಣೆ :
ଶଙ୍କର ଜାଭା ସାହିତ୍ୟରେ ପିଏଚ. ଡି. କରିଛି
ಅರ್ಥ : ଜାଭା ଦ୍ୱୀପର ବା ଜାଭା ଦ୍ୱୀପ ସହିତ ସଂବନ୍ଧିତ
ಉದಾಹರಣೆ :
ଜାଭା ମନ୍ଦିରର ବାହାରେ ଦର୍ଶକମାନଙ୍କର ଭିଡ଼ ଲାଗିଛି
ಇತರ ಭಾಷೆಗಳಿಗೆ ಅನುವಾದ :
जावा द्वीप का या वहाँ के निवासी, भाषा, संस्कृति इत्यादि से संबंधित।
जावाई मंदिर के बाहर दर्शकों की भीड़ लगी है।