ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଜୀବନ ଧାରଣ କରିବା କ୍ରିୟା ବା ଭାବ
ಉದಾಹರಣೆ : କୃଷ୍ଣଙ୍କ ଜନ୍ମ ମଥୁରାରେ ହୋଇଥିଲା
ಸಮಾನಾರ್ಥಕ : ଆର୍ବିଭାବ, ଉତ୍ପତ୍ତି, ଜନ୍ମ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
जीवन धारण करने की क्रिया या भाव।
The event of being born.
ಅರ್ಥ : ଯାହାର ଉତ୍ପତ୍ତି ହୋଇଛି ବା ଯାହା ଉତ୍ପନ୍ନ କରାଯାଇଛି
ಉದಾಹರಣೆ : ଭାରତରେ ଉତ୍ପନ୍ନ ଚା’ ଅଧିକମାତ୍ରାରେ ବିଦେଶକୁ ରପ୍ତାନୀ କରାଯାଇଥାଏ
ಸಮಾನಾರ್ಥಕ : ଉତ୍ପନ୍ନ, ଚାଷକରାଯାଇଥିବା, ସୃଷ୍ଟ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
जिसकी उत्पत्ति हुई हो या जो उगा हो।
ಅರ್ಥ : ଯେ ଜନ୍ମ ନେଇଛି
ಉದಾಹರಣೆ : ଜନ୍ମିତ ପ୍ରାଣୀର ମୃତ୍ୟୁ ନିଶ୍ଚିତ
ಸಮಾನಾರ್ಥಕ : ଜନ୍ମିତ, ଜୀବିତ, ପ୍ରସୂତ, ସଂଜାତ, ସୃଷ୍ଟ
जो पैदा हुआ हो या जिसने जन्म लिया हो।
Brought into existence.
ಸ್ಥಾಪನೆ