ಅರ್ಥ : କୌଣସି ଭାଗ ବା ଅଂଶ
ಉದಾಹರಣೆ :
ତାଙ୍କ ଶରୀରରେ ଅନେକ ସ୍ଥାନରେ କଳାଜାଇ ଅଛି ପକ୍ଷୀମାନଂକର ରାତ୍ରି ବିଶ୍ରାମପାଇଁ ବରଗଛ ଉପଯୁକ୍ତ ସ୍ଥାନ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯୋଗ୍ୟତା ଅନୁସାରେ କର୍ମଚାରୀ କିମ୍ବା କାର୍ଯ୍ୟକର୍ତ୍ତାର ନିଯୁକ୍ତି ସ୍ଥାନ
ಉದಾಹರಣೆ :
ଆପଣ ଏହି ସଂସ୍ଥାର କେଉଁ ପଦରେ ଅଛନ୍ତି ?
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଘର ଆଦି ତୋଳିବା ପାଇଁ ଉଦ୍ଦିଷ୍ଟ ଭୂମିର ସେହି ବିଶେଷ ଅଶଂ
ಉದಾಹರಣೆ :
ତାଙ୍କର ପଞ୍ଜାବରେ ଖଣ୍ଡେ ଭୂମି ଅଛି
ಸಮಾನಾರ್ಥಕ : କ୍ଷେତ୍ର, ପ୍ଳ୍ଟ୍, ଭୂମି
ಇತರ ಭಾಷೆಗಳಿಗೆ ಅನುವಾದ :
Extensive landed property (especially in the country) retained by the owner for his own use.
The family owned a large estate on Long Island.