ಅರ್ಥ : ଚନ୍ଦ୍ରମାର ପ୍ରକାଶ
ಉದಾಹರಣೆ :
ଆମେ ଯେତେବେଳେ ଘରୁ ବାହାରିଲୁ ଆକାଶ ସଫା ଥିଲା ଓ ଚାରିଆଡ଼ ଜହ୍ନ ଆଲୁଅରେ ତୋରା ଦିଶୁଥିଲା
ಸಮಾನಾರ್ಥಕ : ଚନ୍ଦ୍ରଜ୍ୟୋତ୍ସ୍ନା, ଚନ୍ଦ୍ରାଲୋକ
ಇತರ ಭಾಷೆಗಳಿಗೆ ಅನುವಾದ :
चन्द्रमा का प्रकाश।
जब हम घर से निकले, आसमान साफ था और पृथ्वी पर चाँदनी फैली हुई थी।