ಅರ್ಥ : ଯେଉଁ ସ୍ଥାନରେ ଜଳୀୟ ବୃକ୍ଷ ତଥା ଜୀବମାନଙ୍କୁ ପାଳନ ପୋଷଣ କରାଯାଏ
ಉದಾಹರಣೆ :
ଜଳଶାଳାରେ ବିଭିନ୍ନ ପ୍ରକାରର ପ୍ରବାଳ, ଶୈବାଳ, ଓ ମାଛ ଆଦି ଜଳୀୟ ଜୀବ ଦେଖିବାକୁ ମିଳେ
ಸಮಾನಾರ್ಥಕ : ଜଳଜୀବଶାଳା
ಇತರ ಭಾಷೆಗಳಿಗೆ ಅನುವಾದ :
A tank or pool or bowl filled with water for keeping live fish and underwater animals.
aquarium, fish tank, marine museum