ಅರ್ಥ : ପାଣିରେ ଚିନି, ଲୁଣ, ଜିରା ଓ ଲେମ୍ଭୁ ରସ ବା ଖଟା ରସଆଦି ପକାଇ ତିଆରି କରାଯାଉଥିବା ପାନୀୟ
ಉದಾಹರಣೆ :
ଜଳଜୀରା ହଜମକାରକ ଏବଂ ଥଣ୍ଡା ହୋଇଥାଏ
ಸಮಾನಾರ್ಥಕ : ଜଳଜୀରା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କଳା ଲୁଣ, ଚିନି, ଜିରା ତଥା ଖଟା ମିଶ୍ରିତ ଚୂର୍ଣ୍ଣକୁ ପାଣିରେ ଘୋଳି ପ୍ରସ୍ତୁତ କରାଯାଉଥିବା ଏକ ପ୍ରକାର ପାନୀୟ
ಉದಾಹರಣೆ :
ସେ ବଜାରରୁ ଜଳଜୀରା ମଗାଇଲେ
ಸಮಾನಾರ್ಥಕ : ଜଳଜୀରା
ಇತರ ಭಾಷೆಗಳಿಗೆ ಅನುವಾದ :