ಅರ್ಥ : ଜମିବା ବା ଜମାଇବାର କ୍ରିୟା ବା ଭାବ
ಉದಾಹರಣೆ :
ଦହି ଭଲ ଭାବେ ବସିଛି କାନ୍ଥ ଉପରେ ଶିଉଳି ଜମା ହୋଇଛି
ಸಮಾನಾರ್ಥಕ : ବସିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବିଚାର ବା ସ୍ୱଭାବରେ ସମାନତା କାରଣରୁ ମେଳ ବା ନିର୍ବାହ ହେବା
ಉದಾಹರಣೆ :
ଆଜିକାଲି ସେ ଦୁଇଜଣଙ୍କ ମଧ୍ୟରେ ଭଲ ଜମୁଛି
ಇತರ ಭಾಷೆಗಳಿಗೆ ಅನುವಾದ :
Have smooth relations.
My boss and I get along very well.ಅರ್ಥ : ତରଳ ପଦାର୍ଥ କଠିନ କିମ୍ବା ଗାଢ଼ା ହେବା
ಉದಾಹರಣೆ :
ପାହାଡ଼ ଉପରେ ବରଫ ଜମାହୋଇଅଛି
ಸಮಾನಾರ್ಥಕ : ଗଦାହେବା
ಇತರ ಭಾಷೆಗಳಿಗೆ ಅನುವಾದ :
Change from a liquid to a solid when cold.
Water freezes at 32 degrees Fahrenheit.ಅರ್ಥ : ସମାରୋହଆଦିର କାମ ଆନନ୍ଦପୂର୍ବକ ଓ ଭଲଭାବେ ସମ୍ପନ୍ନ ହେବା
ಉದಾಹರಣೆ :
କାଲିର ସଂଗୀତ କାର୍ଯ୍ୟକ୍ରମ ଖୁବ ଜମିଲା
ಸಮಾನಾರ್ಥಕ : ରଙ୍ଗାରଙ୍ଗ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାମକୁ ଭଲଭାବରେ ଚଳନ ଯୋଗ୍ୟ କରିବା
ಉದಾಹರಣೆ :
ତାର ବେପାର ଜମିଗଲାଣି
ಇತರ ಭಾಷೆಗಳಿಗೆ ಅನುವಾದ :
Become settled or established and stable in one's residence or life style.
He finally settled down.ಅರ್ಥ : (ଭଲ ଭାବରେ) ସ୍ଥିର ହେବା ବା ଏକ ସ୍ଥିତିରେ ହେବା
ಉದಾಹರಣೆ :
ଟାଇଲ ଏବେ ଚଟାଣ ଉପରେ ବସିଗଲା
ಸಮಾನಾರ್ಥಕ : ବସିବା
ಇತರ ಭಾಷೆಗಳಿಗೆ ಅನುವಾದ :
Settle into a position, usually on a surface or ground.
Dust settled on the roofs.ಅರ್ಥ : କୌଣସି ଏକ ସ୍ଥାନରେ ଏକତ୍ରିତ ହେବା
ಉದಾಹರಣೆ :
ସବୁ ପିଲା ପଡ଼ିଆରେ ରୁଣ୍ଡ ହେଉଛନ୍ତି ଖାଲରେ ପାଣି ଜମିଛି
ಸಮಾನಾರ್ಥಕ : ଏକତ୍ରିତ ହେବା, ଏକାଠି ହେବା, ରୁଣ୍ଡହେବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी एक जगह पर इकट्ठा होना।
सभी बच्चे मैदान में इकट्ठे हो रहे हैं।Collect or gather.
Journals are accumulating in my office.ಅರ್ಥ : ଗୋଟିଏ ପଦାର୍ଥ ଅନ୍ୟ ପଦାର୍ଥ ଉପରେ ଦୃଢ଼ପୂର୍ବକ ବସିଯିବା
ಉದಾಹರಣೆ :
ଛାତ ସିଢ଼ିରେ ଶିଉଳି ଜମିଛି
ಸಮಾನಾರ್ಥಕ : ବସିବା
ಇತರ ಭಾಷೆಗಳಿಗೆ ಅನುವಾದ :
Settle into a position, usually on a surface or ground.
Dust settled on the roofs.