ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଚିତ୍ର ତିଆରିବା ପାଇଁ ରାସାୟନିକ ଦ୍ରବ୍ୟରେ ପ୍ରସ୍ତୁତ ହୋଇଥିବା ଭୂପୃଷ୍ଠର ଉପରିଭାଗ ବା ତଳ
ಉದಾಹರಣೆ : ଚିତ୍ରକାର ସବୁଜ ଭୂଇଁ ଉପରେ ଚିତ୍ର ଆଙ୍କୁଛନ୍ତି
ಸಮಾನಾರ್ಥಕ : ପୃଥିବୀ, ଭୂଇଁ, ଭୂପୃଷ୍ଠ, ମାଟି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
चित्र बनाने के लिए मसाले से तैयार की हुई सतह या तल।
ಅರ್ಥ : ଫସଲ ଉତ୍ପନ୍ନ କରିବା ନିମନ୍ତେ ହିଡ଼ଦ୍ୱାରା ଘେରା ହୋଇଥିବା ବୁଣା ଜାଗା ବା ଚାଷ ଜମି
ಉದಾಹರಣೆ : ଏହି ଖେତରେ ପ୍ରଚୁର ଫଳେ
ಸಮಾನಾರ್ಥಕ : ଖେତ, ଚକ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
अनाज पैदा करने के लिए मेड़ों द्वारा घिरी हुई जोतने-बोने की जगह।
A piece of land cleared of trees and usually enclosed.
ಅರ್ಥ : ଭୂଭାଗର ଏକ ଅଂଶ
ಉದಾಹರಣೆ : ଗ୍ରାମୀଣ କ୍ଷେତରେ ଏବେବି ବିଜୁଳି ସମସ୍ୟା ଲାଗିରହିଛି
ಸಮಾನಾರ್ಥಕ : କ୍ଷେତ, କ୍ଷେତ୍ର, ଭୂଖଣ୍ଡ
जमीन का एक भाग।
A large indefinite location on the surface of the Earth.
ಸ್ಥಾಪನೆ