ಅರ್ಥ : ଜନ୍ମ ହେବାର ସମୟ ବା ସେହି ସମୟ ଯେତେବେଳେ କାହାର ଜନ୍ମ ହୋଇଥାଏ
ಉದಾಹರಣೆ :
ନିଜଝିଅର ଜନ୍ମ ସମୟ ମୋର ମନେପଡ଼ୁନାହିଁ
ಸಮಾನಾರ್ಥಕ : ଜନ୍ମ କାଳ, ପ୍ରସବ କାଳ, ପ୍ରସବ ସମୟ
ಇತರ ಭಾಷೆಗಳಿಗೆ ಅನುವಾದ :
The time when something begins (especially life).
They divorced after the birth of the child.ಅರ್ಥ : ଜନ୍ମ ହେବା ସମୟ
ಉದಾಹರಣೆ :
ପ୍ରସୂତିକାଳରେ ମହିଳାମାନଙ୍କୁ ବହୁତ ପୀଡା ହୋଇଥାଏ
ಸಮಾನಾರ್ಥಕ : ଜନ୍ମ ହେବା ସମୟ, ଜନ୍ମକାଳ, ପ୍ରସୂତିକାଳ
ಇತರ ಭಾಷೆಗಳಿಗೆ ಅನುವಾದ :
प्रसव के बाद की वह अवधि जब प्रसूता का गर्भाशय सिकुड़ता है तथा गर्भावस्था के अन्य क्रियात्मक एवं शारीरिक परिवर्तन नहीं रहते।
प्रसवोत्तरकाल लगभग पैंतालिस दिन का होता है।Time period following childbirth when the mother's uterus shrinks and the other functional and anatomic changes of pregnancy are resolved.
A perinatologist cared for her during the puerperium.