ಅರ್ಥ : କୌଣସି ଦେଶ ବା ରାଜ୍ୟରେ ବସବାସ କରୁଥିବା ମୂଳ ନିବାସୀ
ಉದಾಹರಣೆ :
ଆଦିବାସୀମାନଙ୍କର ଉଲ୍ଲେଖ ରାମାୟଣରେ ମଧ୍ୟ ମିଳେ
ಸಮಾನಾರ್ಥಕ : ଆଦିବାସୀ, ଆଦିମ ଅଧିବାସୀ, ଆଦିମ ନିବାସୀ, ମୂଳନିବାସୀ
ಇತರ ಭಾಷೆಗಳಿಗೆ ಅನುವಾದ :
किसी देश या राज्य में रहनेवाले मूल निवासी।
आदिवासियों का उल्लेख रामायण में भी मिलता है।ಅರ್ಥ : କୌଣସି ସ୍ଥାନରେ ରହୁଥିବା ସେଠିକାର ମୂଳ ଅସଭ୍ୟ ତଥା ଜଂଗଲୀ ନିବାସୀ
ಉದಾಹರಣೆ :
ସରକାର ଆଦିବାସୀଙ୍କ ବିକାଶପାଇଁ କେତେକ ଯୋଜନା ପ୍ରସ୍ତୁତ କରୁଛନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
किसी देश या प्रान्त के वे निवासी जो बहुत पहले से वहाँ रहते आये हों ओर जिनके पश्चात् और भी लोग वहाँ आकर बसे हों।
सरकार आदिवासियों के विकास के लिए कुछ योजनाएँ बना रही है।Someone who lives in a tribe.
tribesmanಅರ್ಥ : ଯେଉଁମାନେ ଆଦିମ ଅଧିବାସୀ ଓ ଯେଉଁମାନଙ୍କର ସଭ୍ୟତା, ସଂସ୍କୃତି ଆଦି ସାଧାରଣ ଲୋକଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଓ ନିମ୍ନ ସ୍ତରର
ಉದಾಹರಣೆ :
ଭାରତର ଜଙ୍ଗଲଗୁଡ଼ିକରେ ଆଜି ବି କେତେକ ଜନଜାତି ବାସ କରନ୍ତି
ಸಮಾನಾರ್ಥಕ : ଆଦିବାସୀ
ಇತರ ಭಾಷೆಗಳಿಗೆ ಅನುವಾದ :